ଲୋକାୟୁକ୍ତରେ ମାସ୍କ ଓ ପିପିଇ କିଟ ଦୁର୍ନୀତି ମାମଲାର ପ୍ରାଥମିକ ରିପୋର୍ଟ ଦାଖଲ କଲା ଭିଜିଲାନ୍ସ : ପ୍ରାଥମିକ ରିପୋର୍ଟକୁ ଅନୁଧ୍ୟାନ କରିବେ ୩ଜଣିଆ ଖଣ୍ଡପୀଠ, ଆସନ୍ତା ୨୬ରେ ପରବର୍ତି ଶୁଣାଣି

9