ଲଗାତର ଷଷ୍ଠ ଥର ପାଇଁ ସୁଧହାର ଅପରିବର୍ତିତ ରଖିଲା ଆରବିଆଇ : ରେପୋ ରେଟ୍ ୪ ପ୍ରତିଶତ ଓ ରିଭର୍ସ ରେପୋ ରେଟ୍ ୩ଦଶମିକ ୩୫ ପ୍ରତିଶତରେ ସ୍ଥିର; ୨୦୨୧-୨୨ ପାଇଁ କମାଇଲା ଅଭିବୃଦ୍ଧି ଆକଳନ, ୧୦ଦଶମିକ ୫ ପ୍ରତିଶତ ପରିବର୍ତେ ୯ଦଶମିକ୍ ୫ ପ୍ରତିଶତ ରହିବ ଜିଡ଼ିପି

12