ଲଗାଣ ବର୍ଷା ପ୍ରଭାବରେ ଫୁଲୁଛି ବୁଢାବଳଙ୍ଗ, ସୁବର୍ଣ୍ଣରେଖା : ବାଲେଶ୍ୱର ରେମୁଣାରେ ବୁଡ଼ିଲା ତଳିଆ ଅଂଚଳ, ସେପଟେ ମୟୁରଭଂଜର ଶ୍ୟାମାଖୁଂଟା ବ୍ଲକ ବାଲିଡ଼ିହା ପୋଲ ଉପରେ ୪ଫୁଟର ପାଣି; ବାଲିଡ଼ିହା-ଭୁଆସୁଣି ଯୋଗାଯୋଗ ବିଛିନ୍ନ

38