ରାଜ୍ୟସଭାରେ ଉଠିଲା ଓଡିଶାରୁ କେନ୍ଦ୍ର ସରକାର କମ୍ ଚାଉଳ କିଣିବା ପ୍ରସଙ୍ଗ : ସାଂସଦ ସସ୍ମିତ ପାତ୍ର କହିଲେ, ଫୁଡ୍ କର୍ପୋରେସନ୍ ଅଫ ଇଣ୍ଡିଆ ଆବଶ୍ୟକତା ଠାରୁ କମ୍ ଚାଉଳ କିଣିବାରୁ କ୍ଷତି ସହୁଛି ଓଡିଶା; ବାକି ଅଛି ୫ ହଜାର ୬ କୋଟି ଟଙ୍କାର ସବସିଡି

12