ରାଜ୍ୟରେ ୨୪ ଘଂଟାରେ ୭୭୧ କରୋନା ଆକ୍ରାନ୍ତ ଚିହ୍ନଟ : ସଂକ୍ରମିତଙ୍କ ମଧ୍ୟରେ ୧୧୭ ପିଲା, ସେପଟେ ଦେଶରେ ପୁଣି ବଢିଲା ଦୈନିକ ସଂକ୍ରମଣ ସଂଖ୍ୟା; ଦିନକରେ ୪୩ ହଜାରରୁ ଅଧିକ ପଜିଟିଭ, କେବଳ କେରଳରୁ ୭୦ ପ୍ରତିଶତ ମାମଲା

9