ରାଜ୍ୟରେ ସଂକ୍ରମଣ ସ୍ଥିର : ଗତ ୨୪ ଘଂଟାରେ ରାଜ୍ୟରେ ୩ ହଜାର ୪୨୭ ନୂଆ ଆକ୍ରାନ୍ତ ଚିହ୍ନଟ, ୪୨ ମୃତ; ସେପଟେ ଦେଶରେ ଗୋଟିଏ ଦିନରେ ୬୦ ହଜାର ୭୫୩ ଆକ୍ରାନ୍ତ ଚିହ୍ନଟ, ୧ ହଜାରେ ୬୪୭ ମୃତ; କୋଭିଡ ମୃତ୍ୟୁ ନେଇ ଶ୍ୱେତପତ୍ର ଦାବି କଲେ ବିଜେପି ବିଧାୟକ ଦଳ

8