ରାଜ୍ୟରେ ମଧ୍ୟମ ଧରଣର ବନ୍ୟା ଆଶଙ୍କା ଟଳିଲା । ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀଙ୍କ ସୂଚନା । ଛୋଟ ଧରଣର ବନ୍ୟା ହୋଇଛି, କୌଣସି ବିପଦ ନାହିଁ । ମହାନଦୀ, ବ୍ରାହ୍ଣଣୀ ଏବଂ ବୈତରଣୀରେ ଜଳସ୍ତର କମିବାରେ ଲାଗିଛି । ହୀରାକୁଦ ଜଳ ଭଣ୍ଡାରକୁ ଜଳ ପ୍ରବେଶ କମିଛି । ଗୋଟିଏ ପରେ ଗୋଟିଏ ଗେଟ୍ ବନ୍ଦ କରାଯାଉଛି । ମୁଣ୍ଡଳିରେ ଆଉ ଜଳ ପ୍ରବାହ ବଢିବନି । ଜଳ ପ୍ରବାହ ୬ଲକ୍ଷ ୭୬ ହଜାରରୁ ଅଧିକ ହେବନି । କିଛି ତଳି ଅଞ୍ଚଳରେ ବର୍ଷା ପାଣି ଅଟକିଛି ।

17