ରାଜ୍ୟରେ ଆଉ ୧୬ ଶହ ୯୯ ନୂଆ ଆକ୍ରାନ୍ତ ଚିହ୍ନଟ : ମୋଟ ଆକ୍ରାନ୍ତ ସଂଖ୍ୟା ୪୦ହଜାର ୭୧୭;୨୪ ଘଂଟାରେ ୧୦ ଜଣଙ୍କ ମୃତ୍ୟୁ, ମୋଟ ମୃତ୍ୟୁ ସଂଖ୍ୟା ୨୩୫କୁ ବୃଦ୍ଧି; ୧୫ ହଜାର ଟପିଲା ନମୁନା ପରୀକ୍ଷା, ଦେଶରେ ୨୪ ଘଂଟାରେ ୯୦୪ ମୃତ୍ୟୁ ଓ ୫୬ ହଜାର ୨୮୨ ନୂଆ ଆକ୍ରାନ୍ତ ଚିହ୍ନଟ

8