ରାଜ୍ୟରେ ଅନୁସୁଚିତ ଜାତି ଓ ଜନଜାତିଙ୍କୁ ଅବହେଳା କରାଯାଉଥିବା ଅଭିଯୋଗ ଆଣିଲା ବିଜେପି : ସମୀର ମହାନ୍ତି କହିଲେ, ରାଜ୍ୟରେ ଅନୁସୁଚିତ ଜାତି ଲୋକଙ୍କୁ ମିଳୁନି ଅଧିକାର; ହିତାଧିକାରୀଙ୍କ ନିକଟରେ ପହଂଚୁନାହିଁ, କେନ୍ଦ୍ରରୁ ଆସୁଥିବା ଅର୍ଥ

18