ରାଜଧାନୀ ପରେ ଖୋର୍ଦ୍ଧା ବାଣପୁରରେ ନଦୀରେ ଭାସିଗଲେ ବୃଦ୍ଧ : ଶାଳିଆ ନଦୀରେ ୬୫ବର୍ଷର ବୃଦ୍ଧ ନିଖୋଜ, ଗାଧୋଇ ଯାଇଥିବା ବେଳେ ଗୋଡ ଖସି ଯାଇଥିବା ଅନୁମାନ; ଖୋଜାଖୋଜି କରୁଛି ଦମକଳ ବାହିନୀ

16