ରଣକ୍ଷେତ୍ର ପାଲଟିଲା ଜନଶୁଣାଣି : କୋରାପୁଟ ମାଳିପର୍ବତରୁ ମାଟି ଖନନ ପାଇଁ ପରିବେଶ ପ୍ରଦୂଷଣ ଜନଶୁଣାଣି ବେଳେ ଉତେଜନା, ମୁହାଁମୁହିଁ ହେଲେ ସପକ୍ଷବାଦୀ ଓ ବିପକ୍ଷବାଦୀ; ଅଧାରୁ ଅଟକିଲା ଶୁଣାଣି

6