ରଜ ପରେ ଖୋଲିବ କି ଓଡ଼ିଶା? : ଜୁନ୍ ମାସ ଶେଷ ପର୍ଯ୍ୟନ୍ତ ସମସ୍ତ ଜିଲ୍ଲାରେ ବଳବତର ରହିପାରେ ନାଇଟ କର୍ଫ୍ୟୁ, ସପ୍ତାହାନ୍ତ ସଟଡାଉନ ବି ରହିପାରେ ବଳବତର; ଦୋକାନ ବଜାର ସନ୍ଧ୍ୟା ୫ପର୍ଯ୍ୟନ୍ତ କିମ୍ବା ରାତି ୮ଟା ଯାଏଁ ଖୋଲିବା

6