ଯେତେବଡ଼ ଲୋକଙ୍କ ହୁଅନ୍ତୁ ପଛେ କାହାକୁ ଛଡ଼ାଯିବନି । ବଲିଉଡ ଲିଙ୍କ୍ ନେଇ ଅଧିକ ଖୋଳତାଡ଼ କରିବ ଏନସିବି, କାରଣ ଏହି ଡ୍ରଗ୍ସ ରେଭ୍ ପାର୍ଟି ଦ୍ୱାରା ଯୁବବର୍ଗ ଆକର୍ଷିତ ହେଉଥିବାରୁ ହେବ କାର୍ଯ୍ୟାନୁଷ୍ଠାନ: ଏନସିବି ମୁଖ୍ୟ

10