ଯୁକ୍ତ ୨ ପରୀକ୍ଷା ଫଳ ପ୍ରକାଶ ପାଇବାର ୨ ଘଂଟା ପରେ ୱେବସାଇଟରେ ହେଲା ଉପଲବ୍ଧ : ଦିନ ୧ଟାରୁ ସାମ୍ସ ଇ-ପୋର୍ଟାଲରୁ ମାର୍କ ଦେଖିଲେ ଛାତ୍ରଛାତ୍ରୀ , ମିଠା ଖାଇ ଖୁସି ମନାଇଲେ ମେଧାବୀ ପିଲା; ସର୍ଭର ଡାଉନ୍ ଯୋଗୁଁ ବହୁ ସମୟ ଧରି ଖୋଲୁନଥିଲା ୱେବସାଇଟ

6