ଯାଆଁଳ ଫାଣ୍ଡିରୁ କଂକାଳ ମିଳିବା ଘଟଣାରେ ରାଜ୍ୟ ବାହାରକୁ ଗଲା ପୋଷ୍ଟର : ଆନ୍ଧ୍ର,ବିହାର, ଛତିଶଗଡ଼, ପଶ୍ଚିମବଙ୍ଗକୁ ପୋଷ୍ଟର ପଠାଇ ଏଡିଜିଙ୍କ ସହ କଥା ହେଲା କମିଶନରେଟ ପୋଲିସ ; ଭୁବନେଶ୍ୱର ପୋଷ୍ଟର ଲାଗିବା ଦିନରୁ ଆସିଛି ୫ଶହ କଲ୍

6