ମେ’ ପହିଲାରୁ ଦେଶରେ ଜୋରଦାର ହେବ ଟିକାକରଣ : ଏଣିକି ସିଧାସଳଖ ଟିକା କିଣିପାରିବେ ରାଜ୍ୟ ଓ ଘରୋଇ ହସ୍ପିଟାଲ, ଦର ଧାର୍ଯ୍ୟ କଲା ସେରମ ଇନଷ୍ଟିଚ୍ୟୁଟ; ରାଜ୍ୟ ପାଇଁ ଗୋଟିଏ ଡୋଜର ଦାମ ୪୦୦ ଓ ଘରୋଇ ହସ୍ପିଟାଲ ପାଇଁ ୬୦୦ ଟଙ୍କା, ଟିକା କେନ୍ଦ୍ର ପାଇଁ ଦାମ ଦେଢଶହ; ସବୁଠୁ ବଡ଼ ପ୍ରଶ୍ନ ଟିକା ଯୋଗାଇପାରିବ ତ ସରକାର

9