ମାଲକାନଗିରି ସତୀଗୁଡ଼ା ଜଳ ଭଣ୍ଡାରରେ ଡଙ୍ଗା ବୁଡ଼ି ଘଟଣା : ଅଗ୍ନିଶମ ବାହିନୀର ଉଦ୍ଧାର କାର୍ଯ୍ୟ ଜାରି, ଜଳ ଭଣ୍ଡାରରୁ ମିଳିଲା ମହିଳାଙ୍କ ମୃତଦେହ, ଆଉ ଜଣଙ୍କ ମିଳୁନି ପତା ; ସେପଟେ କାଳବୈଶାଖୀ ପ୍ରଭାବରେ ଏୟାରଷ୍ଟିପ୍ କାନ୍ଥ ଭୁଶୁଡ଼ି ୨ ଶ୍ରମିକ ମୃତ, ୩ ଆହତ

5