ମାର୍ଚ୍ଚ ୮ରେ ସାରା ବିଶ୍ୱ ମହିଳା ଦିବସ ପାଳୁଥିବ ବେଳେ ଗଂଜାମ ବଡଗଡରେ ଦଳିତ ମହିଳାଙ୍କ ଉପରେ ଚାଲିଥିଲା ଅମାନୁଷିକ ଅତ୍ୟାଚାର : ଚରିତ୍ରକୁ ସନ୍ଦେହ କରି ଦଉଡ଼ିରେ ବାନ୍ଧି ଚପଲ ମାଳ ପିନ୍ଧାଇ କାଳିଆପଲ୍ଲୀ ଗାଁ ଦାଣ୍ଡରେ ବୁଲାଇଥିଲେ ଗାଁଲୋକ; ଭିଡିଓ ଭାଇରାଲ ପରେ ୭ ଗିରଫ

7