ମାଓ ଅଧୁଷିତ ମାଥିଲିରେ ପାହାଡ ଚଢ଼ିଲା ସ୍ୱାସ୍ଥ୍ୟସେବା : ୧୨ କିଲୋମିଟର ପାହାଡ ଓ ଜଙ୍ଗଲୀ ରାସ୍ତାରେ ଚଢ଼ି ଖଟୁଆପଦର ଗାଁରେ ପହଂଚିଲେ ୧୨ ଜଣିଆ ସ୍ୱତନ୍ତ୍ର ଟିମ୍; ମାଗଣା ଔଷଧ ବାଂଟିବା ସହ କରୋନା ନେଇ କରାଇଲେ ସଚେତନ

15