ମମିତା ହତ୍ୟାକାଣ୍ଡ ମାମଲାରେ ବିଜେପିର ପ୍ରତିବାଦ ଜାରି : ଗୃହରାଷ୍ଟ୍ର ମନ୍ତ୍ରୀଙ୍କ ବହିଷ୍କାର ଓ ଗିରଫ ଦାବିରେ ପୁରୀ ଓ ଜଗତସିଂହପୁରରେ ଜୋରଦାର ଆନ୍ଦୋଳନ, ଘେରିଲେ ଏସପି ଅଫିସ; ବିଜେଡି କହିଲା, ପୀଡିତା ପରିବାରକୁ ନ୍ୟାୟ ଦେବା ପାଇଁ ଯାହା ଆବଶ୍ୟକ ତାହା କରୁଛନ୍ତି ସରକାର

17