ମମିତା ମେହେର ହତ୍ୟା ମାମଲାରେ ମନ୍ତ୍ରୀଙ୍କ ଇସ୍ତଫା ଦାବି କରି ଆସନ୍ତାକାଲି କଂଗ୍ରେସର ୬ ଘଂଟିଆ ଓଡିଶା ବନ୍ଦ ଡାକରା : ଆଜି ବିଜେପି କରିବ ବୁଦ୍ଧିଜୀବୀ ସମ୍ମିଳନୀ; ବିଜେଡି କହିଲା, ଆନ୍ଦୋଳନ ନାଁରେ ସାଧାରଣ ଲୋକଙ୍କୁ କରାଯାଉଛି ହଇରାଣ

10