ମମିତା ମେହେର ମାମଲାରେ ପରିବାର ଲୋକଙ୍କ ସଙ୍ଗୀନ ଅଭିଯୋଗ : କହିଲେ, ଦୁଷ୍କର୍ମ ପରେ କରାଯାଇଛି ହତ୍ୟା, ଗୋବିନ୍ଦ ସାହୁର କେଳେଙ୍କାରୀ ଜାଣି ପାରିଥିବାରୁ ହତ୍ୟା କରାଯାଇଥିବା ସନ୍ଦେହ; ମନ୍ତ୍ରୀଙ୍କ ଚାପରେ ପୋଲିସ ଗୋବିନ୍ଦଙ୍କୁ ଛାଡି ଦେଇଥିବା ଆଣିଲେ ଅଭିଯୋଗ

15