ମଧ୍ୟପ୍ରଦେଶରେ କେନାଲକୁ ବସ ଖସିବା ଘଟଣାରେ ୩୮ ମୃତ : ରିୱା ସିଦ୍ଧି ସୀମା ନିକଟରେ ଭାରସାମ୍ୟ ହରାଇ କେନାଲକୁ ଖସିପଡିଥିଲା ବସ, ଏନଡିଆରଏଫ ଟିମର ଉଦ୍ଧାର କାର୍ଯ୍ୟ ଜାରି; ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ଲେଖାଁଏ ସହାୟତ ଘୋଷଣା କଲେ ଶିବରାଜ ସିଂଚୌହାନ

15