ମଣ୍ଡିରେ ଚାଷୀର ଧାନ ନଉଠିବାରୁ ବଢିଲା ଅସନ୍ତୋଷ : ବିଜେପିର ୨ ଦିନିଆ ଆନ୍ଦୋଳନ, ସେପଟେ ବରଗଡ଼ରେ ଧାନ ଛାଡ଼ି ଚାଲିଆସିଲେ ଚାଷୀ; ବିଜେଡ଼ି କହିଲା ଦୋଷ ଲୁଚାଇବାକୁ ପ୍ରତିବାଦ କରୁଛନ୍ତି ବିରୋଧି, କେନ୍ଦ୍ର ବଢାଉନି ଧାନ କିଣା ଡ଼େଡ଼ଲାଇନ୍

14