ମଝି ଆକାଶରୁ ନିଖୋଜ ଇଣ୍ଡୋନେସିଆ ବିମାନ ସମୁଦ୍ରରେ ଖସିପଡ଼ିଥିବା ଆଶଂକା । ସମୁଦ୍ରରୁ ମିଳିଥିବା ଭଗ୍ନାଂଶ ନିଖୋଜ ବିମାନର ହୋଇପାରେ ବୋଲି କହିଥିଲା ଉଦ୍ଧାରକାରୀ ଦଳ । ୬୨ ଯାତ୍ରୀଙ୍କୁ ନେଇ ଜାକର୍ତାରୁ ପୋଂଟିୟାନକ ଗଲା ବେଳେ ଶନିବାର ହୋଇଥିଲା ନିଖୋଜ ।

9