ଭ୍ୟାକ୍ସିନର ଦୁଇଟି ଡ଼ୋଜ ନେବା ପରେ କାହିଁକି ସଂକ୍ରମିତ ହେଉଛନ୍ତି ଲୋକେ : ସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ମତ ପରିବେଶରେ ସଂକ୍ରମଣ ଥିବାରୁ ହେଉଛି ସଂକ୍ରମଣ, କିନ୍ତୁ ଭ୍ୟାକ୍ସିନ୍ ନେବା ପରେ କମୁଛି ସିଭିୟରିଟି; ଆଇଏଲଏସ ନିର୍ଦ୍ଦେଶକ ଅଜୟ ପରିଡା କହିଲେ ଚାଲିଛି ଅନୁଧ୍ୟାନ

9