ଭୁବନେଶ୍ୱର ମାଷ୍ଟରକ୍ୟାଂଟିନ ଛକରୁ ଘୋଡ଼ା ସ୍ଥାନାନ୍ତରଣକୁ ନେଇ ତିବ୍ର ହେଲା ବିରୋଧ : ଲଗାତର ଦ୍ୱିତୀୟ ଦିନ ପାଇଁ କଂଗ୍ରେସ ବିଧାୟକ ସୁର ରାଉତରାୟଙ୍କ ପ୍ରତିବାଦ, ଗତକାଲି ବି ସୁର ଓ ବିଜେପି କରିଥିଲା ବିରୋଧ; ସ୍ମାର୍ଟ ସିଟି ପ୍ରକଳ୍ପ ପାଇଁ ଘୋଡ଼ାକୁ ସ୍ଥାନାନ୍ତର ପ୍ରସ୍ତାବ

15