ଭୁବନେଶ୍ୱରରେ ଜାରି ରହିବ ଡ୍ରାଇଭ-ଇନ ଟିକାକରଣ : ସରକାରଙ୍କ ପକ୍ଷରୁ କୌଣସି ସୂଚନା ମିଳିନଥିବାରୁ ମେ’ ୨୨ ଯାଏଁ ଦିଆଯିବ ଟିକା; କେନ୍ଦ୍ରର ତାଗିଦ ପରେ ଏଭଳି ଅସୁରକ୍ଷିତ ଟିକାକରଣ ବନ୍ଦ କରିବାକୁ ଜିଲ୍ଲାପାଳ ଓ ମ୍ୟୁନିସିପାଲ କମିଶନକୁ ନିର୍ଦ୍ଦେଶ ଦେଇଥିଲେ ରାଜ୍ୟ ସରକାର

7