ଭିଜିଲାନ୍ସ ଜାଲରେ ଥାନା ବାବୁ : କାରରେ ଲକ୍ଷାଧିକ ଟଙ୍କା ନେଇ ଯାଉଥିବା ବେଳେ ବଲାଙ୍ଗୀର ବଙ୍ଗମୁଣ୍ଡା ଥାନା ଅଧିକାରୀଙ୍କୁ ଧରିବା ପରେ ଚାଲିଛି ରେଡ; ବିନୋଦ ବିହାରୀଙ୍କ ବାସଭବନରୁ ଜବତ ହେଲାଣି ୩ଲକ୍ଷରୁ ଅଧିକ ଟଙ୍କା, ଦାଦନ ସରଦାରଙ୍କ ଠାରୁ ଟଙ୍କା ନେଉଥିବା ଅଭିଯୋଗ

17