ଭାରତ-ଇଂଲଣ୍ଡ ଚତୁର୍ଥ ଟେଷ୍ଟରେ ବାଜି ମାରିଲା ଟିମ ଇଣ୍ଡିଆ । ମ୍ୟାଚକୁ ଭାରତ ୧୫୭ ରନରେ ଇଂଲଣ୍ଡକୁ ହରାଇଲା । ଭାରତୀୟ ବୋଲରଙ୍କ ଦମଦାର ପ୍ରଦର୍ଶନ ଫଳରେ ମ୍ୟାଚ୍ ଜିତିଲା ଭାରତ ।

14