ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ହାତରେ ରାକ୍ଷୀ ବାନ୍ଧିଲେ ମହିଳା ସୁରକ୍ଷା କର୍ମୀ । କଳାହାଣ୍ଡିର ଅଧିଷ୍ଠାତ୍ରୀ ଦେବୀ ମା’ ମାଣିକେଶ୍ୱରୀଙ୍କ ନିକଟରେ କଲେ ପୂଜାର୍ଚ୍ଚନା । କହିଲେ ଖୁବ୍ ଶୀଘ୍ର ଆରମ୍ଭ ହେବ ନର୍ଲା ଇଲେକ୍ଟ୍ରି୍ ରେଳ ଇଂଜିନ ମରାମତି କାରଖାନା ।

10