ଭାରତର ବୀରପୁଅଙ୍କୁ ବୀରଚକ୍ର ସମ୍ମାନରେ ସମ୍ମାନିତ କଲେ ରାଷ୍ଟ୍ରପତି : ଗ୍ରୁପ କ୍ୟାପଟେନ ଅଭିନନ୍ଦନ ବର୍ତମାନଙ୍କୁ ରାଷ୍ଟ୍ରପତି ଭବନରେ ସମ୍ମାନିତ କଲେ ରାମନାଥ କୋବିନ୍ଦ; ବାଲାକୋଟ ଆକ୍ରମଣ ବେଳେ ପାକିସ୍ତାନର ଲଢୁଆ ବିମାନକୁ ଖସାଇ ଦେଖାଇଥିଲେ ଅସୀମ ବୀରତ୍ୱ

15