ଭାରତର ଆପତି ପରେ ନିଷ୍ପତ୍ତି ପ୍ରତ୍ୟାହାର କଲା ବ୍ରିଟେନ୍ । କୋଭିସିଲ୍ଡ ଭ୍ୟାକ୍ସିନକୁ ଦେଲା ମାନ୍ୟତା । ଜାରି କଲା ନୂଆ ଟ୍ରାଭେଲ ଗାଇଡଲାଇନ୍ । ହଟିଲା କ୍ୱାରେଂଟାଇନ୍ ନିୟମ । କୋଭିସିଲ୍ଡ ନେଇଥିଲେ ୧୦ ଦିନିଆ ସଂଗରୋଧ ଥିଲା ବାଧ୍ୟତାମୂଳକ ।

18