ବୌଦ୍ଧ କନ୍ଧମାଳ ସୀମାରେ ସୁରକ୍ଷାକର୍ମି ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ : ଖୁଂଟିଗୁଡ଼ା ନିକଟ ଉମା ଜଙ୍ଗଲରେ ଚାଲିଛି ଗୁଳି ବର୍ଷା, କିଛି ମାଓବାଦୀ ନିହତ; ଦୁଇ ଯବାନଙ୍କ ଚିକିତ୍ସା ଜାରି

8