ବିଶ୍ୱ ମହିଳା ଦିବସରେ ବିଜେଡ଼ି- ବିଜେପିର ଫୋକସରେ ମହିଳା : ମୁଖ୍ୟମନ୍ତ୍ରୀ କହିଲେ ପ୍ରତିଟି ମା ଭିତରେ ରହିଛି ନେତୃତ୍ୱ ନେବାର କ୍ଷମତା, ମହିଳାଙ୍କ ଉନ୍ନତି ପାଇଁ ଜାରି ରହିବ ଲଢେଇ; ସେପଟେ ମାହାଙ୍ଗାରେ ବିଜେପିର ମହିଳା ସମାବେଶରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ପୁରନ୍ଦେଶ୍ୱରୀ

8