ବିଧାୟକଙ୍କୁ ବାହାହେବା ପାଇଁ ଘରେ ପହଚିଂଗଲେ ଯୁବତୀ :ପାଲଲହଡା ବିଧାୟକ ମୁକେଶ ପାଲଙ୍କୁ ଜୀବନ ସାଥୀ କରିବାକୁ କଲେ ଜିଦ୍; ଥାନାରେ ମାମଲା କଲେ ବିଧାୟକ, ଯୁବତୀଙ୍କୁ ଥାନାକୁ ଆଣି ଘରକୁ ପଠାଇଦେଲା ପୁଲିସ

11