ବିଧାନସଭା ମୁଲତବୀ ପରେ କଂଗ୍ରେସ ବିରୋଧରେ ଅଭିଯୋଗ ଆଣିଲା ବିଜେପି : କହିଲା, ମାହାଙ୍ଗା ହତ୍ୟା ପ୍ରସଙ୍ଗରେ ମନ୍ତ୍ରୀଙ୍କୁ ବଂଚାଇବା ପାଇଁ ଅନ୍ୟ ପ୍ରସଙ୍ଗ ଉଠାଉଛି କଂଗ୍ରେସ; ଆଜି କଂଗ୍ରେସ ଷ୍ଟାଫ୍ ସିଲେକ୍ସନ ଦୁର୍ନୀତି ପ୍ରସଙ୍ଗ ଉଠାଇବାରୁ ୪ଟା ଯାଏଁ ମୁଲତବୀ ହୋଇଛି ଗୃହ

12