ବିଧାନସଭା ବଜଟେ ଅଧିବେଶନରେ ହେବ ଅନଲାଇନ ପ୍ରଶ୍ନଉତର : ମୋବାଇଲରେ ପ୍ରଶ୍ନ ପଚାରିବେ ସମସ୍ତ ବିଧାୟକ, ଅନଲାଇନରେ ଉତର ଦେବେ ମନ୍ତ୍ରୀ; ପ୍ରଥମ ଥର ପାଇଁ ପ୍ରଶ୍ନୋତରକୁ ପେପରଲେସ କରିବା ପାଇଁ ଓଡିଶା ବିଧାନସଭା ନେଲା ବଡ ନିଷ୍ପତି By Rituparna Routray On Jan 22, 2021 - 2:35 PM 5 Share 5 Share FacebookTwitterGoogle+WhatsAppTelegramEmailPrint