ବିଧାନସଭାରେ ସରକାରଙ୍କୁ ଘେରିବା ପାଇଁ ବିଜେପି ବିଧାୟକ ଦଳର ନିଷ୍ପତି : ମମିତା ମେହେର ହତ୍ୟା ଘଟଣାରେ ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ବହିଷ୍କାର ଓ ସିବିଆଇ ତଦନ୍ତ ପାଇଁ ଉଠାଇବ ଦାବି ; ସାଧାରଣ ଲୋକଙ୍କୁ ପ୍ରଭାବିତ କଲାଭଳି ଅନେକ ପ୍ରସଙ୍ଗର ଲମ୍ବା ତାଲିକା ପ୍ରସ୍ତୁତ

11