ବିଜୁ ସ୍ୱାସ୍ଥ୍ୟ ସ୍ମାର୍ଟ କାର୍ଡ ବଂଟନ ବେଳେ ଶ୍ରେୟ ରାଜନୀତି : ନବରଙ୍ଗପୁର ସାଂସଦ ଓ ମନ୍ତ୍ରୀ ତୁଷାରକାନ୍ତିଙ୍କ ଉପସ୍ଥିତିରେ ରାଗିଗଲେ ଉମରକୋଟ ବିଧାୟକ; କହିଲେ, ମନ୍ତ୍ରୀ ଦିନଟିଏ ପାଇଁ ଆସି ବାଂଟୁଛନ୍ତି କାର୍ଡ, ତାଙ୍କୁ ମିଳୁନି ସୁଯୋଗ

20