ବାତ୍ୟା ସ୍ଥିତି ନେଇ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ । ଭିଡିଓ କନଫରେନ୍ସିଂ ମାଧ୍ୟମରେ ହେବ ବୈଠକ । ବୈଠକରେ ରହିବେ ମୁଖ୍ୟ ଶାସନ ସଚିବ, ଏସଆରସି । ବାତ୍ୟା ପ୍ରଭାବିତ ଜିଲ୍ଲାର ଜିଲ୍ଲାପାଳ ଉପସ୍ଥିତ ରହିବେ ।

16