ବାତ୍ୟା ସ୍ଥିତିକୁ ନେଇ ଏସଆରସିଙ୍କ ସୂଚନା : ଧାମରା ନିକଟରେ ଆସନ୍ତାକାଲି ପୂର୍ବାହ୍ନରେ ବାତ୍ୟା ୟାସ୍ କରିବ ଲ୍ୟାଣ୍ଡଫଲ୍ . ଆଜି ଅପରାହ୍ନରୁ ବଢିବ ପବନ ବେଗ; ୫୦ରୁ ୬୦ ହଜାର ଲୋକଙ୍କୁ କରାଗଲାଣି ସ୍ଥାନାନ୍ତର, ଆଜି ସଂଧ୍ୟା ସୁଦ୍ଧା ସରିବ ସ୍ଥାନାନ୍ତର ପ୍ରକ୍ରିୟା

6