ବାତ୍ୟା ପ୍ରଭାବରେ ପାରାଦୀପରେ ପ୍ରବଳ ବର୍ଷା : କେନ୍ଦ୍ରାପଡ଼ାରେ ପ୍ରବଳ ବର୍ଷା ସାଙ୍ଗକୁ ୪୦ରୁ ୫୦ କିମି ବେଗରେ ବହୁଛି ପବନ; ସମୁଦ୍ର ଜୁଆରିଆ ହେବା ଆଶଙ୍କାରେ ରାଜନଗର ୪୮ଟି ଗାଁର ତଳିଆ ଅଂଚଳରୁ ଲୋକଙ୍କୁ କରାଗଲା ସ୍ଥାନାନ୍ତର

9