ବାତ୍ୟା ପ୍ରଭାବରେ ଦକ୍ଷିଣ ଓ ଉପକୂଳ ଓଡିଶାରେ ପ୍ରବଳ ବର୍ଷା ସମ୍ଭାବନା : ପୁରୀ, ଖୋର୍ଦ୍ଧା, ଜଗତସିଂହପୁର ଓ କେନ୍ଦ୍ରାପଡ଼ାରେ ପଡିପାରେ ଅଧିକ ପ୍ରଭାବ; ବିଭିନ୍ନ ସ୍ଥାନରେ ଏନଡିଆରଏଫ ଟିମ୍ ମୂତୟନ, ସେପଟେ ପାଚିଲା ଧାନ ଘରକୁ ବୋହୁଛନ୍ତି ଚାଷୀ

9