ବାତ୍ୟା ଅମ୍ଫାନର କ୍ଷୟକ୍ଷତି ଆକଳନ ପାଇଁ ଓଡିଶାରେ କେନ୍ଦ୍ରୀୟ ଦଳ : ଦୁଇ ଭାଗ ହୋଇ ଦୁଇ ଦିନରେ ବାଲେଶ୍ୱର, କେନ୍ଦ୍ରାପଡା, ଭଦ୍ରକ, ଜଗତସିଂହପୁର ଗସ୍ତ କରି କରିବେ ସ୍ଥିତି ଅନୁଧ୍ୟାନ । ଆସନ୍ତାକାଲି ସଂଧ୍ୟାରେ ହେବ ଉଚ୍ଚ ସ୍ତରୀୟ ବୈଠକ

10