ବହୁଚର୍ଚ୍ଚିତ ମାହଙ୍ଗା ଡବଲ ମର୍ଡର ଘଟଣାର ମୁଖ୍ୟ ଅଭିଯୁକ୍ତର ମୃତଦେହ ଉଦ୍ଧାର : ଟାଙ୍ଗୀ ନିକଟରେ ଠାବ ହେଲା ପ୍ରଫୁଲ୍ଲ ବିଶ୍ୱାଳଙ୍କ ମୃତଦେହ; ଟ୍ରକ ଧକ୍କାରେ ମୃତ୍ୟୁ ହୋଇଥିବା ସୂଚନା, କୂଳମଣୀ ବରାଳ ହତ୍ୟାକାଣ୍ଡ ପରେ ଫେରାର ଥିଲା ପ୍ରଫୁଲ୍ଲ

6