ବଲିଉଡ ଡ୍ରଗ୍ସ ଲିଙ୍କରୁ ଖୋଲୁଛି ଗୁମର : ରିୟାଙ୍କ ପରେ ସାରା, ଶ୍ରଦ୍ଧା, ରକୁଲ ଓ ସିମନ ଖମ୍ବଟାଙ୍କ ଉପରେ ଝୁଲୁଛି ଖଣ୍ଡା; ଜେରା ବେଳେ ଏମାନଙ୍କ ନାମ ରିୟା ନେଇଥିବା ସୂଚନା, ପଚରା ଉଚରା ପାଇଁ ଖୁବ ଶୀଘ୍ର ସମନ ପଠାଇପାରେ ଏନିସିବି

8