ବଲାଙ୍ଗୀର ଜିଲ୍ଲା ପୁଇଁତଳା ବ୍ଲକ କ୍ୟାସିୟରଙ୍କ ଘରେ ଭିଜିଲାନ୍ସ ଚଢାଉ : ରବୀନ୍ଦ୍ର କୁମାର ମହାନ୍ତିଙ୍କ ସାଗରପଡା ଘର, ତୁଷୁରା ଓ ଡୁଙ୍ଗୁରୀପାଲି ଗାଁରେ ଥିବା ଘରେ ଏକକାଳିନ ରେଡ୍; ବଲାଙ୍ଗୀର, ସମ୍ବଲପୁର ଓ ବରଗଡ ଭିଜିଲାନ୍ସର ମିଳିତ ଚଢାଉ

9