ବରଗଡ ଗାଁରୁ ଛତିଶଗଡ ଉପରେ ଆଖି : ପଡୋଶୀ ସୀମାକୁ ଲାଗି ରହିଥିବା ୬ଟି ବ୍ଲକର ୫୮ଟି ଗାଁରେ ଚାଲିଛି କଡାକଡଇ ଯାଂଚ, ଯାଆସ କରୁଥିବା ଲୋକଙ୍କ ଉପରେ ସତର୍କ ନଜର ରଖିଛି ଜିଲ୍ଲା ପ୍ରଶାସନ; ଛତିଶଗଡରୁ ଆସୁଥିବା ଲୋକଙ୍କ ଚାଲିଛି ତଥ୍ୟ ସଂଗ୍ରହ

9