ବଦଳିଲା କଟକ ଜିଲ୍ଲାପାଳଙ୍କ ନିଷ୍ପତି : ଟିକା ନନେଲେ ବି କଟିବନି ଦରମା, ସ୍ୱଚ୍ଛାକୃତ ଭାବେ ଟିକା ନେବାକୁ ଆହ୍ୱାନ ଦେଲେ ଜିଲ୍ଲାପାଳ ଭବନୀ ଶଙ୍କର ଚଇନି; ପୂର୍ବରୁ ଟିକା ନନେଲେ ଦରମା କଟିବ ବୋଲି ଚିଠି ଲେଖିଥିଲେ ଜିଲ୍ଲାପାଳ

13